by Pradeep Bandha ✓ · 28 Jun 2019
ତୁମେ ଗାଇପାରିବନି କେମିତି ଗାଇବ ଯେ ଆମ ପ୍ରେମର ଏ ମଲାଜହ୍ନର ଛାଇ ତଳେ ବିତେଇ ଥିବା ତମାମ ରାତିକୁ ବେଶ୍ ରଞ୍ଜିତ କରି ଗଢି ତୋଳିଛି ଆଉ ଜଣେ ତୁମକୁ ନେଇ ସ୍ୱପ୍ନର ସମ୍ଭାର କରି।।
Loading comments…
Loading comments…