by Samita Swain ✓ · 24 Mar 2021
ତଟିନୀ ର ତଟେ ରୂପାଚାନ୍ଦ ହସେ ଭଇଁରୀ ଖେଳେ ସଲିଳ ରଜତ ଜୋଛନା ଧାରେ ଝଲସଇ ସତେ ଲାଗେ ଶତଦଳ।।
Loading comments…
Comments
Loading comments…