by Prasanna Kumar Madala ✓ · 5 Jan 2018
ପ୍ରାଣୀଙ୍କ ସକାଶ ଦେଇଛ ପ୍ରକାଶ ଯତନେ ତପନ ଖଞ୍ଜି, ଦିଶେ ନାହିଁ ଦିଶା ଶଶି ବିନେ ନିଶା ତାରକା ରଚିଛ ରଞ୍ଜି, ପ୍ରଭୁ , ଏ ଘୋର ରଜନୀ ପାହୁ.
Loading comments…
Loading comments…