by Gyanaranjan Sahoo ✓ · 11 May 2021
ଅବହେଳା କରି ରୀତି ନୀତି ପ୍ରକୃତି ପ୍ରୀତିର ବାନ୍ଧୁଅଛୁ ବୃଥା ଆଶା ଦୁନିଆକୁ କରିବାକୁ ବଶ ଭସ୍ମାସୁର ପରି ମୋତେ ଦେଇ ବର ବଡ଼ାଇ ବଢ଼ାଇ ପାଳୁ ଈର୍ଷା ଦ୍ଵେଷ ।
Loading comments…
Loading comments…