by Maheswar sahoo ✓ · 19 Jun 2019
ଉତ୍କଳ କେଶରୀ, ହରେକୃଷ ପରା ମହତାଵ ନାମ ତାଙ୍କ । ଆନ୍ଧ୍ର କେଶରୀ ଯେ, ଟିଇ ପ୍ରକାଶମ ତେଲୁଗୁ ଜାତିର ଅଙ୍କ ।। ମହାନ ନାୟକ, ବିଦ୍ୱାନ ଲେଖକ କବିଙ୍କର ନାମ ଧରି । କବିତା ଆକାରେ, କରିଲି ବର୍ଣ୍ଣନା ପାଠକ ପାଠିକା ହରି ।।
Loading comments…
Loading comments…