by Sunanda Mohanty ✓ · 26 Feb 2021
ରକ୍ତମାଂସଧାରୀ ମନୁଷ୍ୟ ମନରେ ଭରି ବିଷ ପୀୟୂଷ କେଉଁ ପଲା ହେବ କେବେ ଭାରି ପରିସ୍ଥିତି ଯାହା ଆସୁ ଆବୋରି ଡାକୁଥିବା ଯଦି ରକ୍ଷା କର ହେହରି ଯାହା ଦେଇଛ ନିଅନା ରଖ ମୋହରି
Loading comments…
Comments
Loading comments…