by RUNALAILA MOHANTA ✓ · 23 Jun 2021
ପତି ସେବା ହିଁ ତ ଏ ସାବିତ୍ରୀ ର ଧର୍ମ ଦେଖି ପାରିବିନି ଯମକୁ ହେଲେ ଫେରାଇ ଆଣିବ ମୋ ଭକତି ଜାଣ ଯିବେ ଯଦି ସେ ମୋ ଆଗେ ଚାଲିବି ମୁଁ ତାଙ୍କ ତାଙ୍କ ପଛେ ପଛେ ହାତ ଛାଡିବିନି କେବେ ରହିଲା ରାଣ ସାତ ଜନ
Loading comments…
Loading comments…