by Laxmipriya Mohanta ✓ · 15 Jun 2021
ବିନା କଷ୍ଟେ କି ମିଳଇ କୃଷ୍ଣ, ହେ ପ୍ରାଣୀଗଣ! ବାକ୍ୟ ମୋ ଶୁଣ, ମୁଖେ ନ ପଶେ ଆହାର କଲେ ଶୟନ। ଭାଙ୍ଗି ଦେଇ ବାବୁ ଜଡ ମନ, ବେଳ ଥାଇ ହୁଅ ସାବଧାନ, ଉଠ ଉଠ ଜାଗ, ଛାଡ଼ ସୁପ୍ତ ଜୀବନ ।
Loading comments…
Loading comments…