by Sangeeta Barik ✓ · 18 Jun 2019
ଚନ୍ଦ୍ରର ନଜର ଥାଏ ସରୋବରେ ଲାଖି, କଇଁ ହସୁଥାଏ ଜଳେ ପ୍ରତିବିମ୍ବ ଦେଖି । ନିଃସ୍ଵାର୍ଥ ପ୍ରେମ ଅଟଇ ଶୁଭ୍ର ଚିରନ୍ତନ, ଆତ୍ମା ଯହିଁ ଖୋଜୁଥାଏ ଆତ୍ମାର ମିଳନ
Loading comments…
Loading comments…