by Manaswini Dash ✓ · 8 Aug 2020
ସାରା ପୃଥିବୀକୁ ବାଂଟିଦେଇଛି ନୀରବତା ଆଉ ଏ ନୀରବତାର ବ୍ୟାପକତାରେ ମୁଁ ଖୋଜି ପାଇଛି ନିଜକୁ ଆଉ ପ୍ରତି ମୁହୂର୍ତ୍ତରେ ପ୍ରକୃତି ସହ ମିଳନର ଆଶାରେ ମୁଁ ନିଜକୁ ସଜେଇଦେଇଛି ଏକ ଅତୃପ୍ତ ପ୍ରମତ୍ତ ।
Loading comments…
Loading comments…