by Parshuram Biswal ✓ · 12 Aug 2017
ଷାଠିଏ ପଉଟି ଭୋଗରୁ ଭାଗ ମୁଁ ଲୋଡୁନାହିଁ ଜଗନ୍ନାଥ ମିଠା କଥା ଗୋଟି ମୋ ତୁଣ୍ଡେ ଭରିଦେ’, ଯୋଡୁଛି ମୁଁ ତୋତେ ହାତ ପରକୁ ଆପଣା କରି ଏ ଜୀବନେ କହୁ ଧନ୍ୟ ତୁ ସାଆନ୍ତ ।
Loading comments…
Loading comments…