by Tikelal Majhi ✓ · 7 Jul 2019
ବର୍ଷା ନେଇଁ ବରଷ କେ ବରଷ ଯେ ପଡୁଛେ ଫେନ୍ ମର୍ଡି ଖାଏବାର୍ ଲାଗି ମୁଠେ ନେଇ ଘରେ ସାମାନ୍ ରେଟ୍ ବଢଉଛେ ମାରାଡି ଆର୍ ଗାଁଥି ବି ତ କାମ ଧନ୍ଧା ହେଲେ ମେସିନ୍ ଯଉଛେ ମାତି ହେତିର୍ ଲାଗି ମୁଇଁ ମଜବୁର୍ ହେଉଛେ ଯିବାକେ ଦାଦନ୍ ଖଟି ।।
Loading comments…
Loading comments…