by Debabrata Mishra ✓ · 28 May 2021
ହଁ ବଞ୍ଚିଛି ଯନ୍ତ୍ରଣାର ଯନ୍ତ୍ର ଗାଡ଼ି ମୋଟର ଧୂମ୍ର ଆଉ ବଞ୍ଚିଛି ରାକ୍ଷସ ଖାଲି ବଞ୍ଚିନି ବଂଶ ବିସ୍ତାର କରିଚାଲିଛି ମଶାମାଛି ଭଳି ତାଙ୍କୁ ମାରିବାକୁ ପ୍ରୟୋଗ ହେଉଛି ନକଲି ବିଷ
Loading comments…
Loading comments…