by KRUTIBAS NAYAK ✓ · 19 Oct 2020
ଧୈର୍ଯ୍ୟ ସାର ଖତ ଦେଉଥିବି ପୁଣି ବୁଝି ଫୁଲଗଛ ମନ, ସାହସର ରଞ୍ଜା ପୋତିବି ମୂଳରେ ଗଛ ରହିଥିବ ଟାଣ | ପ୍ରେମଜଳ ଢାଳି ବଢାଇବି ଗଛ ସବୁଜ ସୁନ୍ଦର ହେବ, ମୋର ପରିବେଶ ମହକି ଉଠିବ ବାସରେ ଚହଟି ଯିବ |
Loading comments…
Comments
Loading comments…