by Chinmayee Sahoo ✓ · 27 Dec 2019
ମୋ ମନର ସାଦା କାଗଜରେ ସେ ତା 'ର ରୂପ ଆଙ୍କି ଗଲା କେଣେ ସେ । ଥରେ ବୁଲି ଚାହିଁଥିଲା ଟି ମୋତେ ସ୍ମିତ ହାସ୍ୟେ କୁହୁକିନୀ କି ସତେ। ସୁଷମା ତାହାର ବର୍ଣିବାକୁ କ୍ଷମ ନୁହେଁ ମୁଁ ଛାର।
Loading comments…
Loading comments…