by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 14 May 2021
ଜୀବନ ପ୍ରବାହିତ ନଦୀର ଧାରା ବହୁଥାଏ ହୋଇ ପାରାବାର ମୁଖି, ଏ ଶଙ୍ଖ ଧ୍ଵନି ହୋଇଗଲେ ବନ୍ଦ ତା' ଜଳଧାରା ଯାଏ ଶୁଖି।
Loading comments…
Comments
Loading comments…