by Sunanda Mohanty ✓ · 29 Apr 2020
ମୋ ମନ ଏକ ଶିଶିରଶିକ୍ତ କାନ୍ଥ ଭିଜିଯିବ କାଳେ ପ୍ରଭୁ ଯିବ ମୋ ମାନ ମହତ ମୋ ମନ ଏକ ତାରାଭରା କାନ୍ଥ ଉଲକାଟିଏ ହେବ ଯଦି ହେବି ଆକତା ମାକତା ପ୍ରଭୁ କରେ ପ୍ରଣିପାତ
Loading comments…
Comments
Loading comments…