by ଵଳରାମ ତରାଈ ✓ · 7 Jul 2019
ଭଲପାଇ ଭୁଲିଗଲୁ ମିଛ କହି ଠକି ଖାଲି କଲୁ ତୁ ବାହାନା ସ୍ବପ୍ନ ଦେଖେଇ ତୁ ନିଦ ଭାଙ୍ଗି ଦେଲୁ ଭଲ ତୁମେ ପାଉନା। ଛାତିରେ ମୋର ମାରିଲୁ ଛୁରା ତୁମେ ଜୀବନକୁ କଲ ଚୁନା ।
Loading comments…
Loading comments…