120Log inSign up
Poem · Abstract

ମନ

by Sudhashree Bhattamisra ✓ · 22 Apr 2026

10Reads
0Likes
1Min read

ମନ ମୋର କେବେ ଅରଣ୍ୟ  କେବେ ଉଦ୍ୟାନ, କେବେ ମନ୍ଦିର  କେବେ ପ୍ରସାଦ, କେବେ ପ୍ରାଙ୍ଗଣ  କେବେ ପକ୍ଷୀଟିଏ, କେବେ  ଚଳ ଚଞ୍ଚଳ

Loading comments…

ମନ · StoryMirror