by Jagannath Barik ✓ · 7 Oct 2021
ଏଇ ମନ ବଦ୍ଧ ମୋକ୍ଷର କାରଣ ମନ ହିଁ ସରଗ ନର୍କ ଭଲରେ ଏ ଭଲ ଅଭଲରେ ଭେଲ ପ୍ରୟୋଗେ କର ସାର୍ଥକ ଏଇ ମନ ଅଶ୍ୱ କରିଲେ ତୁ ଵଶ ଅସାଧ୍ୟ ହେବ ସାଧନ
Loading comments…
Loading comments…