by Sisir Panda ✓ · 17 Jul 2019
ଜୀବନ ମାନେ ନୁହେଁ ମାତ୍ର ସ୍ବାର୍ଥ ସାଧନ ସମସ୍ତଙ୍କ ପ୍ରତି କର୍ତ୍ତବ୍ୟେ ନହୁଅ କୃପଣ। କରିଥିଲେ ଉପକାର ଜୀବନେ ଆନର ପରମସତ୍ତା ନିଶ୍ଚେ ଦେବେ ତାର ପୁରସ୍କାର। ପ୍ରାରବ୍ଧ ଅଟଇ ସଭିଙ୍କ ବଡ଼ ଅକାଟ୍ୟ କର୍ମ ଫଳ ନେଇ ଭାଗ୍ୟ ଆମ ଏ ଅଟେ ସତ୍ୟ।
Loading comments…
Loading comments…