by sudhakar sethi ✓ · 1 Sept 2020
ଜଗତ ମୋହୁଛୁ ସକଳେ ତାରୁଛୁ ମୋ ପାଇଁ କିଆଁ ପଥର ମା ମୋ ପାଇଁ କିଆଁ ପଥର ମୋ ଦୁଃଖକି ଅଛପା ତ ପାଖେ କାହିଁକି ଆଜି ମଉନ ମା କାହିଁକି ଆଜି ମଉନ ଦୁଃଖର ପାହାଡ ପଡିଅଛି ଖସି ପାଉନି କୂଳ କିନାରା ଅତି ବିକଳରେ ଆସିଛି ମୁଁ ଧାଇଁ ଦେ ଲୋ
Loading comments…
Loading comments…