by Papu parida ✓ · 27 Oct 2021
ସବୁଠୁ ବଡ ମିଛ ପ୍ରତିଶ୍ରୁତି କେବେ ଭୁଲିବୁନି ସବୁବେଳେ ଆସିବୁ ବସିବୁ ହସିବୁ କଥାହେବୁ କିନ୍ତୁ କିଏ ଜାଣିଥିଲା ଏ ଜୀବନର ଅଦୃଶ୍ୟରେ ବନ୍ଧନରେ ବାନ୍ଧିହୋଇ ଆମେ ସବୁ ଭୁଲିଯିବୁ।
Loading comments…
Comments
Loading comments…