by Prafulla Chandra Mishra ✓ · 29 Mar 2020
ଚଉପାସେ ଦିଗାଙ୍ଗନା ନୃତ୍ୟ ରତ ତୁମ ରୂପେ ରୂପାୟିତ ସବୁଠାରେ ତୁମେ ପ୍ରତିତ ହେଉଛ ଦିଶେ ଖାଲି ସେଇ ରୂପ କଳା କୁନ୍ତଳା ତୋ କିମିଆଁ କଲାକି ହୁଏ ଖାଲି ହନ୍ତସନ୍ତ ଏ ଶୁଭ ସଞ୍ଜେ ତୁମ ଆଗମନେ ଜାଳଇ ଶୁଭ ପ୍ରଦୀପ ।।
Loading comments…
Loading comments…