ଏମିତି କେତେ ବର୍ଷ ବିତିଯାଏ
ଜାଣିହୁଏନି ଅଥଚ !
କେତେ ଯେ ନୂଆ ମୁହଁ
ଆଖିପଳକ କୁ ଆସିଥାନ୍ତି
ଯାଇଥାନ୍ତି ତାର ହିସାବ
କରିହୁଏନା ତଥାପି ତ
ମନେପଡେ ସେଇ
ଚିହ୍ନା ଅଚିହ୍ନା ମୁହଁ ଟିକକ ।
ଏମିତି କେତେ ବର୍ଷ ବିତିଯାଏ
ଜାଣିହୁଏନି ଅଥଚ !
କେତେ ଯେ ନୂଆ ମୁହଁ
ଆଖିପଳକ କୁ ଆସିଥାନ୍ତି
ଯାଇଥାନ୍ତି ତାର ହିସାବ
କରିହୁଏନା ତଥାପି ତ
ମନେପଡେ ସେଇ
ଚିହ୍ନା ଅଚିହ୍ନା ମୁହଁ ଟିକକ ।
Loading comments…