by Debabrata Mishra ✓ · 29 May 2021
ଆଜି ତୁମ ଚରଣେ ନିଜକୁ ସମର୍ପି ଦେଇଛନ୍ତି ଶିଶୁ ଠାରୁ ବୟସ୍କ ଧନୀ ଦରିଦ୍ର ଅଜ୍ଞାନ ଜ୍ଞାନୀ ସଭିଏଁ ପୟରେ ତୁମର ତୁମେ ଜଗତଜନନୀ ମମତାମୟୀ ସ୍ନେହଦାୟିନୀ ପାପନାଶିନୀ ଗୋ ମା' ତୁମେ ଶକ୍ତିସ୍ୱରୁପିଣୀ
Loading comments…
Comments
Loading comments…