by ବି. ନିରୁପମା ✓ · 26 Nov 2018
ମୋ ମାନସ ପଟେ ଉଙ୍କିମାରେ ସଦା ତାଙ୍କର ସେ ମନମୋହନ ଛବି, ଏ ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ସତେ ଥରୁଟିଏ ତାଙ୍କ ଦେଖା ପାଇବି !
Loading comments…
Loading comments…