ସଜ ସକାଳର ସୁନେଲି ସୂରୁଜ
ସିଞ୍ଚଇ ସୁଷମା ସ୍ୟାହି
ମଧୁର ମାଳତୀ ମହକ ମୁରୁଜ
ମନକୁ ମୋନିଏ ମୋହି !!!
କୋକିଳ କୁଜନ କାକରର କାନ୍ତି
କୋଟିଏ କାନରେ କହି
ମୈତ୍ରୀ ମମତାର ମନ୍ତ୍ର ମନ୍ଦାକିନୀ
ମୁକ୍ତି ମାଟିମା ମୁହିଁ !!!
ସଜ ସକାଳର ସୁନେଲି ସୂରୁଜ
ସିଞ୍ଚଇ ସୁଷମା ସ୍ୟାହି
ମଧୁର ମାଳତୀ ମହକ ମୁରୁଜ
ମନକୁ ମୋନିଏ ମୋହି !!!
କୋକିଳ କୁଜନ କାକରର କାନ୍ତି
କୋଟିଏ କାନରେ କହି
ମୈତ୍ରୀ ମମତାର ମନ୍ତ୍ର ମନ୍ଦାକିନୀ
ମୁକ୍ତି ମାଟିମା ମୁହିଁ !!!
Loading comments…