by Ajit Kumar Raut ✓ · 2 Jan 2021
ଦୁର୍ଲ୍ଲଭ ଜୀବନ ମନୁଷ୍ୟ ଜୀବନ ଜନ ହିତ କରୁ ଥାଏ ଦୁଖି ଜନଙ୍କର ଦୁଖର ଅଶ୍ରୁକୁ କର୍ମବଳେ ପୋଛି ଦିଏ।୨। ସତ୍ୟ ପଥେ ରହି କୁଟୁମ୍ବ ବନ୍ଧୁଙ୍କ ଆବଶ୍ୟକ ପୁରା କରେ ଧର୍ମପରାୟଣ ହୋଇଣ ଦେଶରେ ମାତ୍ରୁଭୂମି ସେବା କରେ।୩।
Loading comments…
Comments
Loading comments…