by KRUTIBAS NAYAK ✓ · 19 Oct 2020
ମଣିଷ ଛୁଆତଟି ଜନମ ବେଳକୁ ଆଣିଥାଏ ସଦଗୁଣ, ଅଯତ୍ନ ଅସ୍ଵଚ୍ଛ ଅଶିକ୍ଷା ଫଳରେ ଆମେ କରୁ ହୀନିମାନ | ଆଜିର ବାଛୁରି କାଲିହେବ ଗାଈ ଦେଇପାରିବ ଅମୃତ, ସେବା ଦରକାର ଖାଦ୍ୟ ଦରକାର ନହେଲେ ସେ ଦେବ ଖତ |
Loading comments…
Loading comments…