by Chinmaya Kumar Sahoo ✓ · 11 Jun 2021
ବିପଦ ପଡିଲେ କୋଳେଇ ନିଅନ୍ତି ଭାଙ୍ଗି ନ ପଡି ସେ ପାଷାଣ ସାଜନ୍ତି ତଥାପି ନୂଅନ୍ତି ନାଇଁ। ବୈଶାଖ ଖରାରେ ଛାଇ ସେ ଦିଅନ୍ତି ଶ୍ରାବଣ ବର୍ଷାରୁ ରକ୍ଷା ବି କରନ୍ତି ବୁଢା ବରଗଛ ହେଇ। ଛାତିରେ ଛାତିଏ କୋହ ସେ ଲୁଚାନ୍ତି ଆଖିରେ ଆଖି
Loading comments…
Comments
Loading comments…