by Bijaya Kumar Swain ✓ · 17 Jun 2021
ଅଝଟ ହେଲେ ବୁଝାଉ ଥିଲ ଭୁଲ କଲେ କାନମୋଡ଼ି କହୁଥିଲ ଠିକ୍ ଓ ଭୁଲ୍ କେଉଁଟି। ଖୁବ୍ ମଧୁର ଓ ମନଛୁଆଁ,,,,, ସାଇକଲ ଶିଖିବା ବେଳେ ହେଣ୍ଡେଲ ଧରି ଚାଲୁଥିଲ ଆଉ ପଡିଗଲେ କୋଳେଇ ନେଇ ଝାଡ଼ୁଥିଲ ମୋ ଦେହ ର ଧୂଳି ମାଟି।
Loading comments…
Comments
Loading comments…