by ସନାତନ ଦାସ ✓ · 22 Oct 2020
ଆଉ ଗୋଟେ ଚିରା ପୃଷ୍ଠାରେ ମନେ ପଡ଼ିଯାଏ, ବସନ୍ତର ଆଗମନେ କୋଇଲିର ମଧୁର କୁହୂ କୂହୁ ତାନ, ଆଉ ବଗିଚାରେ ନାନା ରଙ୍ଗର ଫୁଲ ର ସମ୍ଭାର..!! ପୁଣି ମନେ ପଡ଼ିଯାଏ ତୋଫା ଜହ୍ନ ରାତିରେ, ଅସରନ୍ତି ରାଜା ରାଣୀ କାହାଣୀ ର କଥା...!!
Loading comments…
Comments
Loading comments…