by Reeta aparajeeta Mohanty ✓ · 7 May 2020
ମୁଁ ଯାଇପାରିଲିନି । ଏଇ କରୋନା ପାଇଁ ମୁଁ ତାଲାବନ୍ଦ ହେଇଥିଲି l ତେଣୁ ମୁଁ ଶେଷ ବିଦାୟ ଦେଇ ପାରିଲିନି । ଅନେକ ଦୁଃଖ ରହିଗଲା ମୋ ମନରେ ।
Loading comments…
Loading comments…