by Parshuram Biswal ✓ · 13 Aug 2017
ପୁଅ ମୋର ହେଲା ବଡ଼ ବୈଜ୍ଞାନିକ, ଗଲା ଆମେରିକା ଦେଶ ଯେତେ ବୁଝେଇଲି ବୁଝିଲା ନାହିଁ ସେ, ପାଚିଗଲା ମୋର କେଶ ତୁ ତାକୁ ଫେରେଇ ନପାରିଲେ ଜଗା ରହିବ ମୋ ଅବଶୋଶ ।
Loading comments…
Loading comments…