by Gangotri Priyadarshini ✓ · 23 Oct 2020
କୃଷି ମୌସୁମୀ ଖେଳରେ ନିର୍ଭର କରେ ସୁଖ ଦୁଃଖ ରେ ବି ହସଥାଏ ଓଠରେ ।। ହେ କୃଷକ ତୁମ ଶସ୍ୟ ସମ୍ଭାରେ ଅନ୍ନ ଦାନା ମିଳେ ସବୁ ମୁହଁ ରେ ।। ସାରା ରାଇଜ ରେ ତୁମ ସମ୍ମାନ କୃଷକ ପାଇଁ ଏ ଦେଶ ମହାନ ।।
Loading comments…
Loading comments…