by Prabhati Mahapatra ✓ · 11 May 2021
କୀଟରୁ ପତଙ୍ଗ ଯାଏ ପଡ଼ିଥାନ୍ତି ଯାର ମୋହେ ସେହି ଆହ୍ଲାଦଦାୟିନୀ ଭାରତ ମାତା ଗରବେ ଉଚ୍ଚା ମଥାନ ଲେଖି ତା'ର ଗୁଣ ଗାନ ଚିର ଦିନ ହେବା ଆମ୍ଭେ ଜଗତ ଜିତା ଧନ୍ୟ ମାତା ଶସ୍ୟଶ୍ୟାମଳା ଧରଣୀରେ ଭାସୁ ଥାଉ ବିଶ୍ଵାସ ଭେଳା
Loading comments…
Loading comments…