by Geetanjali Prusty ✓ · 2 Feb 2022
ବାର ମାସେ ତେର ପରବ ଯେଉଁଠି ମୋ ଗାଆଁ ଝଲକ ଆଣେ ଶିକ୍ଷା ସଂସ୍କୃତି ର ଶ୍ରେଷ୍ଠ ସମାହାର ଆତ୍ମୀୟତା ବୀଜ ବୁଣେ ତା ଚଳଣି ମନ ଜିଣେ ଜେଜେ ମାଆ ବାପା ଦାଦା ଖୁଡି ଅପା ସମ୍ଭାଷଣ ପ୍ରତିକ୍ଷଣେ ll
Loading comments…
Loading comments…