by Chinmay Behera ✓ · 15 Apr 2021
କୁମ୍ଭାଟୁଆ ଡାକ ଛାଡେ ରାତି ହେଲେ ବେଶି ମଶାଣି ପଦାର ବୁଢା ଆମ୍ବତୋଟା ମାଳେ, ହୁସିଆର ଡାକଦେଲେ ଥରିଉଠେ ଦେହ; ପେଚା, ଉଲ୍ଲୁକଠୁ ବେଶି ଡରଲାଗେ ବିଡ଼ିଖିଆ ଚୌକିଦାର ପାଟିର ଆବାଜ
Loading comments…
Comments
Loading comments…