by Santosh Kumar Nayak ✓ · 26 Jun 2020
ମୋ ଗାଆଁରେ ବର୍ଷା ହେଲେ ମାଆ ମୋର ଛାଣିଦିଏ ସୁଆଦିଆ ବେସନ ପକୁଡ଼ି, ମୋ ଗାଆଁରେ ବର୍ଷା ହେଲେ ଗପପେଢି ଖୋଲିଦିଏ ସଭିଙ୍କର ପ୍ରିୟ ଆଈ ବୁଢୀ।।
Loading comments…
Comments
Loading comments…