by Debabrata Mishra ✓ · 30 May 2021
ଗାଁ'ର ନଈ-ପାହାଡ଼ ଏଯେ ପ୍ରକୃତିର ଗନ୍ତାଘର ପରିବାରରେ ଖେଳିବ ଶବ୍ଦ ଆନନ୍ଦ-ଉତ୍ସାହର ପରମ୍ପରା-ସଭ୍ୟତା ସରଂକ୍ଷଣର ନଥିବ ଚିନ୍ତା ଶାନ୍ତିର ସନ୍ଧାନ ପାଇ ଦୂରିବ ମିଛସୁଖ ଦୌଡ଼ର ହେ ଜଗତଈଶ୍ୱର ମୋ' ଗାଁ ହେଉ ଭରପୁର
Loading comments…
Loading comments…