by Dr.Soumya Ranjan Khatua ✓ · 17 May 2021
ସୁରୁଜଙ୍କୁ ଲୁଚି ଗାଁ ଭୁଆଶୁଣି ରାତି ଘଡ଼ିଏ ଥାଏ ନଈରେ ଦିଏବୁଡ଼ ସେଇ ତ ଆର୍ଯ୍ୟ ମର୍ଯ୍ୟାଦା ଓ ପରମ୍ପରାର ନାଁ ।। ଏଠି ସନ୍ଧ୍ୟା ଆସିକି ପଣତ ଟାଣେ କଦମ୍ବ ମହକେ , ଚିକିଚିକିଆ ଲାଇଟ ଲିଭେଇ ପାରିନି ଡିବିରିକୁ ଏବେ ଲଣ୍ଠନ ବି ତା ମିଞ୍ଜିମି
Loading comments…
Loading comments…