by Kaustubha Jal ✓ · 11 Mar 2022
ମୋ ଗାଆଁ ସଂସ୍କୃତି ସୁନ୍ଦର ପ୍ରକୃତି ଅପାସୋରା ସେହି ସ୍ମୃତି ତାର ପରମ୍ପରା ଅଟଇ ନିଆରା ସଂସ୍କାରେ ନାହିଁ ବିକୃତି ॥ ଗ୍ରାମବାସୀଙ୍କର ପର ଆପଣାର ନାହିଁ ତିଳେ ଭେଦା ଭେଦ ଏକତାର ପଥେ ଚଳନ୍ତି ସମସ୍ତେ ମନରେ ନଥାଏ ଖେଦ ॥
Loading comments…
Loading comments…