by Jambeswar Dalai ✓ · 10 Feb 2022
ସରଗଠୁ ସୁଖ ଦେଇଛି ଆମକୁ ନେଇନି ଆମଠୁ କିଛି ଗାଆଁ ଚାଟଶାଳୀ ଭାଗବତ ଟୁଙ୍ଗୀ ତାହାଠୁ ବୁଦ୍ଧି ଶିଖିଛି । ୪ ସଞ୍ଜ ସକାଳରେ ଗାଆଁ ମନ୍ଦିରରେ ବାଜୁଛି ଆଳତି ଘଣ୍ଟି ପରବ ଆସିଲେ ଗାଆଁ ଦାଣ୍ଡ ମୋର ଖୁସିରେ
Loading comments…
Comments
Loading comments…