by Bipra Charan Patra ✓ · 6 Dec 2018
ଫଗୁଣ କାନରେ ଗୁନ୍ଥେ ବଉଳର ପେନ୍ଥା ଚଇତିର ଚଇତାଳି ଛୁଆଁ ବସନ୍ତଟା କହେ ଚୋରା କଥା ପାଟି ଚିପି ହସେ ମୋ ଗାଁ ।
Loading comments…
Loading comments…