by Seetaram Dash ✓ · 7 Jul 2019
ଅଛି ସେଇ ଅଜା ଅଛି ସେ ଆଇ ଅଛି ସେ ବଂକୁଲି ବାଡ଼ି ନାତି ଟୋକା ଏବେ ସହରେ ରହୁଛି, ଫିଟୁ ନାହିଁ ଗପପେଡି । ଅଛି ସେ କଦମ୍ବ ଅଛି ସେ ଯମୁନା ଅଛି ତାର ନୀଳ ଜଳ ଗାଁ ପୋଖରୀଟା ଦଳରେ ଭରିଛି, ଫୁଟୁ ନାହିଁ ଶତଦଳ ।
Loading comments…
Loading comments…