by srikant behera ✓ · 16 May 2021
ଫୁଲେଇ ହେଉଛି ସବୁବେଳେ ଖାଲି ରାଗିଗଲେ ତାର ଗାଲ ପଡେ ନାଲି ସମସ୍ତଙ୍କର ସେ ଗେଲ୍ଲୀ ହସିଲେ ଫୁଟଇ ବଗିଚାର ମଲ୍ଲୀ ଦୂରରେ ଥାଇ ଆଶୀର୍ବାଦ କଲି ସବୁ ଦୁଃଖ କଷ୍ଟ ଭୁଲି ସବୁ ଦୁଃଖ କଷ୍ଟ ଭୁଲି
Loading comments…
Comments
Loading comments…