by Bijay Prusty ✓ · 8 Jul 2021
ମନେ ଭାବିଥିଲି ତୋ ଡୋରୀ ଲଗାଇ ଟାଣି ନେବୁ ମୋତେ ପୁରୀ ମର୍ତ୍ତ୍ୟ ବୈକୁଣ୍ଠରେ ରଥଯାତ୍ରା ତୋର ଦେଖିବି ମୁଁ ମନଭରି I କାହିଁଗଲା ତୋର ଶକ୍ତି ରେ କାଳିଆ କିଛି ଜଣା ପଡୁନାହିଁ ତୋ ଅସହାୟତା ବୁଝୁଛୁିରେ ଜଗା କି ଦୁଃଖରେ ଥିବୁ ତୁହି I
Loading comments…
Comments
Loading comments…