by SUPRAJIT SAHU ✓ · 30 Jul 2018
ଏ ଦୁନିଆ ଯଦି କରିଦିଏ ମତେ ପର ସବୁ ଚିହ୍ନ ମୋର ହେଇଯାଏ ଯଦି ଦୂର ତୁମ ଟିକି ମନେ ଦେଇଥିବ ଜାଗାଟିଏ ସଦା ରହିଥିବି ସୁଖେ ତୁମରି ହୃଦୟେ........।
Loading comments…
Loading comments…