by Sasmita Mohapatra ✓ · 27 Aug 2020
ସେ "ମାଟି " ଅମୂଲ୍ୟ ତା ଦାନ ଶିଖିଛି ସହିବା ଗୁଣ ଯେତେ ତାଡ, ପିଟ, ମାର, ହାଣ କର ଅତ୍ୟାଚାର ପାଟି ତ ଫିଟାଏ ନାହିଁ ସହିବାଟି ସାର, ତଥାପି ସେ ଦେଇଚାଲେ ଖାଦ୍ୟର ଭଣ୍ଡାର ।।
Loading comments…
Comments
Loading comments…